୧୬ ଅଗଷ୍ଟ, ସୋମବାର: ଆୟର ନୂଆ ପନ୍ଥା ଖୋଜିବେ

ମେଷ: ଅନେକ ସମସ୍ୟାର ସମାଧାନ ହେବ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଯାଇପାରେ। ବୃଷ: ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ: ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହଯୋଗ ମନୋବଳ ବଢ଼ାଇବ। ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁ ରୂପେ ସଂପାଦିତ ହେବ। କର୍କଟ: ପରିବାର ଓ କର୍ମକ୍ଷେତ୍ରର ସମସ୍ୟାକୁ ନେଇ ଚିନ୍ତା ବଢ଼ିବ। ମନ ଅଶାନ୍ତ ରହିବ। ସିଂହ: ସ୍ୱାମୀ-ସ୍ତ୍ରୀଙ୍କ […]

Ashraf-ghani

Jitendra Garnayak
  • Published: Monday, 16 August 2021
  • , Updated: 16 August 2021, 08:05 AM IST

ମେଷ: ଅନେକ ସମସ୍ୟାର ସମାଧାନ ହେବ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖାଯାଇପାରେ।

ବୃଷ: ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହଯୋଗ ମନୋବଳ ବଢ଼ାଇବ। ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁ ରୂପେ ସଂପାଦିତ ହେବ।

କର୍କଟ: ପରିବାର ଓ କର୍ମକ୍ଷେତ୍ରର ସମସ୍ୟାକୁ ନେଇ ଚିନ୍ତା ବଢ଼ିବ। ମନ ଅଶାନ୍ତ ରହିବ।

ସିଂହ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେବ। ଆୟର ନୂଆ ପନ୍ଥା ଖୋଜିବେ। ବନ୍ଧୁଙ୍କ ସହଯୋଗ ମିଳିବ।

କନ୍ୟା: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସମସ୍ୟା ଉପୁଜିବ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇ ନପାରନ୍ତି।

ବିଛା: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ସୁସ୍ୱାଦୁ ଭୋଜନ କରିବେ।

ଧନୁ: ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। ନୂଆ ଗାଡ଼ି କିଣିବାର ସୁଯୋଗ ମିଳିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବା ସହିତ ମାନସିକ ଶାନ୍ତି ମିଳିବ।

ମକର: ଅଚାନକ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସହଯୋଗ ମିଳିବ।

କୁମ୍ଭ: ଆର୍ଥିକ ଉନ୍ନତି ହେବ। ଶତ୍ରୁମାନେ କୌଣସି ପ୍ରକାର କ୍ଷତି କରିପାରିବେ ନାହିଁ। ଶାରୀରିକ ଅସୁସ୍ଥତାରୁ ଉପଶମ ମିଳିବ।

ମୀନ: ପିଲାମାନଙ୍କ କାର୍ଯ୍ୟଶୈଳୀ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ। ନୂଆ ଚାକିରି ଅଫର ମିଳିବ। ଅପରାହ୍ଣରେ ଖୁସି ଖବର ମିଳିବ।

Related story