୧୭ ଅଗଷ୍ଟ, ମଙ୍ଗଳବାର: ଶରୀରରେ ଆଘାତ ଲାଗିପାରେ

ମେଷ: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ ଅସୁସ୍ଥ ଅନୁଭବ କରିପାରନ୍ତି। ବୃଷ: ନୂଆ ଚାକିରି ମିଳିପାରେ। ପଦୋନ୍ନତି ସମ୍ଭାବନା ରହିଛି। ଧର୍ମକାର୍ଯ୍ୟ ପ୍ରତି ମନ ବଳାଇବେ। ମିଥୁନ: ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ସମ୍ମାନିତ ହୋଇପାରନ୍ତି। କର୍କଟ: ଅସୁସ୍ଥ ଅନୁଭବ କରିବେ। ବିଶେଷ କରି ଚକ୍ଷୁପୀଡ଼ା ହୋଇପାରେ। ଅଯଥା ବାଦବିବାଦ ଭିତରେ ପଡ଼ି ପାରନ୍ତି। ସିଂହ: ବ୍ୟବସାୟରେ […]

India-win

Jitendra Garnayak
  • Published: Tuesday, 17 August 2021
  • , Updated: 17 August 2021, 07:54 AM IST

ମେଷ: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ ଅସୁସ୍ଥ ଅନୁଭବ କରିପାରନ୍ତି।

ବୃଷ: ନୂଆ ଚାକିରି ମିଳିପାରେ। ପଦୋନ୍ନତି ସମ୍ଭାବନା ରହିଛି। ଧର୍ମକାର୍ଯ୍ୟ ପ୍ରତି ମନ ବଳାଇବେ।

ମିଥୁନ: ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ସମ୍ମାନିତ ହୋଇପାରନ୍ତି।

କର୍କଟ: ଅସୁସ୍ଥ ଅନୁଭବ କରିବେ। ବିଶେଷ କରି ଚକ୍ଷୁପୀଡ଼ା ହୋଇପାରେ। ଅଯଥା ବାଦବିବାଦ ଭିତରେ ପଡ଼ି ପାରନ୍ତି।

ସିଂହ: ବ୍ୟବସାୟରେ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିବ। ମନ ଅଶାନ୍ତ ରହିବ।

କନ୍ୟା: ଚାକିରି କ୍ଷେତ୍ରରେ ଉନ୍ନତି ହେବ। ଆୟ ବଢ଼ିବ। ସାମାଜରେ ମାନସମ୍ମାନ ବଢ଼ିବ।

ତୁଳା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ। ପ୍ରତିକାର- ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ।

ବିଛା: କୋର୍ଟଙ୍କ ରାୟ ଆପଣଙ୍କ ବିପକ୍ଷରେ ଯାଇପାରେ। ଆର୍ଥିକ ସ୍ଥିତି ବିଗିଡ଼ି ଯାଇପାରେ। ମହିଳାମାନେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ।

ଧନୁ: ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ସୁସ୍ୱାଦୁ ଭୋଜନ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: କର୍ମକ୍ଷେତ୍ରରେ ଶାନ୍ତି ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ନୂଆ ଗାଡ଼ି କିଣିବାର ସୁଯୋଗ ମିଳିପାରେ।

କୁମ୍ଭ: ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବ। ଦେହ ଭଲ ରହିବ। ଦିନଟି ଭଲରେ କଟିବ।

ମୀନ: ବ୍ୟବସାୟରେ କ୍ଷତି ହୋଇପାରେ। ଶରୀରରେ ଆଘାତ ଲାଗିପାରେ। ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

Related story