୧୯ ଅଗଷ୍ଟ, ଗୁରୁବାର: ଦୁର୍ଘଟଣା ଭୟ ରହିଛି

ମେଷ: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଦୈନିକ ରୋଜଗାର କମିଯିବ। ବୃଷ: ବ୍ୟବସାୟରେ ବିଶେଷ ଲାଭ ହେବନି। ବନ୍ଧୁଙ୍କ ସହଯୋଗ ମିଳିବ। ଦୁର୍ଘଟଣା ଭୟ ରହିଛି। ମିଥୁନ: ନୂତନ କର୍ମସଂସ୍ଥାନ ମିଳିବାର ସୁଯୋଗ ଆସିବ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ। କର୍କଟ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବାଦବିବାଦରୁ ରକ୍ଷା ପାଇବେ। ଅସୁସ୍ଥ ଅନୁଭବ କରିପାରନ୍ତି। ସିଂହ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି। ମହିଳାମାନେ ଧର୍ମ କାର୍ଯ୍ୟରେ […]

Lingaraj Temple

Jitendra Garnayak
  • Published: Thursday, 19 August 2021
  • , Updated: 19 August 2021, 07:47 AM IST

ମେଷ: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଦୈନିକ ରୋଜଗାର କମିଯିବ।

ବୃଷ: ବ୍ୟବସାୟରେ ବିଶେଷ ଲାଭ ହେବନି। ବନ୍ଧୁଙ୍କ ସହଯୋଗ ମିଳିବ। ଦୁର୍ଘଟଣା ଭୟ ରହିଛି।

ମିଥୁନ: ନୂତନ କର୍ମସଂସ୍ଥାନ ମିଳିବାର ସୁଯୋଗ ଆସିବ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ।

କର୍କଟ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବାଦବିବାଦରୁ ରକ୍ଷା ପାଇବେ। ଅସୁସ୍ଥ ଅନୁଭବ କରିପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

କନ୍ୟା: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସହଯୋଗୀମାନେ ଅସହଯୋଗ କରିବେ।

ତୁଳା: ବ୍ୟବସାୟରେ ସଫଳତା ପାଇବେ। ଆକସ୍ମିକ ଧନଲାଭ ହୋଇପାରେ। ମହିଳାମାନେ ସୁଖୀ ହେବେ।

ବିଛା: କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ।

ଧନୁ: ଦିନଟି ଭଲରେ କଟିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ମନ ଖୁସି ରହିବ।

ମକର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବନ୍ଧୁଙ୍କ ସହ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଅବସ୍ଥା ମାନ୍ଦା ରହିବ।

କୁମ୍ଭ: ଆୟ ବଢ଼ିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ଧର୍ମକାର୍ଯ୍ୟରେ ମନ ଦେବେ।

ମୀନ: ପାରିବାରିକ ଜୀବନ ସୁଖମୟ ହେବ। ଶତ୍ରୁ ଉପରେ ବିଜୟ ଲାଭ କରିବେ।

Related story