୨୫ ଅଗଷ୍ଟ, ମଙ୍ଗଳବାର: ଅନେକ ଦିନରୁ ଅପେକ୍ଷା କରିଥିବା ସମ୍ବାଦ ମିଳିପାରେ

ମେଷ: ଗବେଷଣା କ୍ଷେତ୍ରରେ ସଫଳତା ଆଡ଼କୁ ଗତି କରିବେ। ଅର୍ଥ ସହ ଉତ୍ତମ ଖାଦ୍ୟପେୟ ମିଳିବ। ପରିପକ୍ୱତାର ପରିଚୟ ଦେବେ। ବୃଷ: ଧୈର୍ଯ୍ୟ ରଖନ୍ତୁ, ସବୁ କିଛି ଠିକ୍ ହୋଇଯିବ। ସକାଳର ଆଶଙ୍କା ଅପରାହ୍ଣରେ ଦୂର ହୋଇଯିବ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ। ମିଥୁନ: ଦୁଃସାହାସିକ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁମାନେ ଦବିଯିବେ। ପରିଶ୍ରମର ଉପଯୁକ୍ତ ଫଳ ମିଳିବ। କର୍କଟ: ଆଶା ଓ ଆଶଙ୍କା ଭିତରେ ଗତି କରିବେ। କଳ୍ପନା ସାଗରରେ ଘୂରି ବୁଲିବେ। ଜ୍ଞାନବୃଦ୍ଧି […]

Daily Horoscope

Jitendra Garnayak
  • Published: Tuesday, 25 August 2020
  • , Updated: 25 August 2020, 08:11 AM IST

ମେଷ: ଗବେଷଣା କ୍ଷେତ୍ରରେ ସଫଳତା ଆଡ଼କୁ ଗତି କରିବେ। ଅର୍ଥ ସହ ଉତ୍ତମ ଖାଦ୍ୟପେୟ ମିଳିବ। ପରିପକ୍ୱତାର ପରିଚୟ ଦେବେ।

ବୃଷ: ଧୈର୍ଯ୍ୟ ରଖନ୍ତୁ, ସବୁ କିଛି ଠିକ୍ ହୋଇଯିବ। ସକାଳର ଆଶଙ୍କା ଅପରାହ୍ଣରେ ଦୂର ହୋଇଯିବ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ।

ମିଥୁନ: ଦୁଃସାହାସିକ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁମାନେ ଦବିଯିବେ। ପରିଶ୍ରମର ଉପଯୁକ୍ତ ଫଳ ମିଳିବ।

କର୍କଟ: ଆଶା ଓ ଆଶଙ୍କା ଭିତରେ ଗତି କରିବେ। କଳ୍ପନା ସାଗରରେ ଘୂରି ବୁଲିବେ। ଜ୍ଞାନବୃଦ୍ଧି ଇଚ୍ଛା ବଳବତ୍ତର ରହିବ।

ସିଂହ: ଅପେକ୍ଷା ଜନିତ ଯନ୍ତ୍ରଣା ମନକୁ ଅଶାନ୍ତ ରଖିବ। ଯାନବାହନ ଓ ଯାତ୍ରାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା କଳହର ଶିକାର ହୋଇପାରନ୍ତି।

କନ୍ୟା: ନିଜ ପରିସର ମଧ୍ୟରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଆୟ ବୃଦ୍ଧି ହେତୁ ମନୋବଳ ଦୃଢ଼ ହେବ। ଶତ୍ରୁମାନେ ହଇରାଣ କରିବାକୁ ପ୍ରୟାସ କରିବେ।

ତୁଳା: ପରିବାରକୁ ନିଜର ଅନୁଶାସନ ଦ୍ୱାରା ପରିଚାଳନା କରିବାକୁ ଚେଷ୍ଟା କରିବେ। ଦୃଢ଼ ଓ ପରିପକ୍ୱ ବାଣୀ ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ଜୀବନଚର୍ଯ୍ୟା ଭଲ ରହିବ।

ବିଛା: ଜ୍ଞାନ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାନସିକ ସ୍ତରରେ ଦୃଢ଼ ରହିବେ। ଅନେକ ଦିନରୁ ଅପେକ୍ଷା କରିଥିବା ସମ୍ବାଦ ମିଳିପାରେ।

ଧନୁ: ଜୀବନଚର୍ଯ୍ୟାରେ କେତେକ ବ୍ୟତିକ୍ରମ ଦେଖାଦେବ। ଅଯଥା ବ୍ୟୟର ଆଶଙ୍କା ରହିଛି। ଘରୁ ଖାଇ ବେଠି ଖଟିବାକୁ ପଡ଼ିପାରେ। ପ୍ରତିକାର- ବରଗଛ ମୂଳରେ ପାଣି ସହ କ୍ଷୀର ମିଶାଇ ଢାଳନ୍ତୁ।

ମକର: ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ସିଦ୍ଧି ହେବ। ପ୍ରତି କ୍ଷେତ୍ରରେ ଖୁସିର ବାତାବରଣ ରହିବ। ପାରିବାରିକ ସୁଖ ସହ ଅଧ୍ୟୟନ ଓ ଅଧ୍ୟାପନାରୁ ସୁଫଳ ପାଇବେ।

କୁମ୍ଭ: ସାମାଜରେ ମାନ, ପ୍ରତିଷ୍ଠା ବୃଦ୍ଧି ପାଇବ। ନିଜର ବୁଦ୍ଧି ଖଟାଇ କାର୍ଯ୍ୟ ହାସଲ କରିବେ। ଶୁଣା କଥାକୁ ଗୁରୁତ୍ୱ ନଦେଲେ ଭଲ।

ମୀନ: ପରିବାର ଲୋକଙ୍କ ସହଯୋଗ ପାଇ ମନୋବଳ ବଢ଼ିବ। ଆଧ୍ୟାତ୍ମିକ ଚିନ୍ତା ଧାରାରେ ବୁଡ଼ି ରହିବେ। ଜୀବନଚର୍ଯ୍ୟା ଠିକ୍ ରହିବ।

Related story