୨୫ ଜୁନ୍, ଶୁକ୍ରବାର: ଆୟର ନୂଆ ପନ୍ଥା ମିଳିପାରେ

ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ। ବିଳାସ ବ୍ୟସନ ଓ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବୃଷ: ପରିବାର ଲୋକଙ୍କ ସହିତ ଭଲ ସଂପର୍କ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାର ପ୍ରଶଂସିତ ହେବେ। ମିଥୁନ: ଶୁଭଫଳ ପାଇବେ। ଆୟର ନୂଆ ପନ୍ଥା ମିଳିପାରେ। ମିଳିବ। ସହକର୍ମୀ ମାନଙ୍କ ଦ୍ୱାରା ବିଶେଷ ଭାବେ ଲାଭବାନ୍ ହେବେ। କର୍କଟ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅଧିକରୁ ଅଧିକ ଅର୍ଥ ସଞ୍ଚୟ କରିବା ପାଇଁ […]

Result

Jitendra Garnayak
  • Published: Friday, 25 June 2021
  • , Updated: 25 June 2021, 08:01 AM IST

ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ। ବିଳାସ ବ୍ୟସନ ଓ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ।

ବୃଷ: ପରିବାର ଲୋକଙ୍କ ସହିତ ଭଲ ସଂପର୍କ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାର ପ୍ରଶଂସିତ ହେବେ।

ମିଥୁନ: ଶୁଭଫଳ ପାଇବେ। ଆୟର ନୂଆ ପନ୍ଥା ମିଳିପାରେ। ମିଳିବ। ସହକର୍ମୀ ମାନଙ୍କ ଦ୍ୱାରା ବିଶେଷ ଭାବେ ଲାଭବାନ୍ ହେବେ।

କର୍କଟ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅଧିକରୁ ଅଧିକ ଅର୍ଥ ସଞ୍ଚୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟାର ସମାଧାନ ବୁଝାମଣା ମଧ୍ୟରେ ହୋଇଯିବ।

ସିଂହ: ବ୍ୟବସାୟୀମାନେ କଠିନ ପରିଶ୍ରମର ଫଳ ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ଉତ୍ତମ ବାତାବାରଣ ଦେଖାଦେବ।

କନ୍ୟା: କିଛି ନୂଆ ଦାମୀ ଜିନିଷ କିଣିପାରନ୍ତି। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ।

ତୁଳା: ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। ଜମିବାଡ଼ି ନେଇ ଥିବା କେତେକ ସମସ୍ୟାର ସମାଧାନ ହୋଇପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବିଛା: ମିତ୍ରମାନଙ୍କ ପରାମର୍ଶ କାମରେ ଲାଗିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ସହକର୍ମୀ ମାନଙ୍କ ସହଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାନସିକ ଶାନ୍ତି ମିଳିବ। ସୁସମ୍ବାଦ ପ୍ରାପ୍ତି ହେବ।

ମକର: ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଯେକୌଣସି ନୂଆ କାମ ଆରମ୍ଭ କରିପାରିବେ।

କୁମ୍ଭ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ପରିବାରରେ ହସଖୁସିରେ ବାତାବରଣ ରହିବ। ନୂଆ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

Related story