କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଉଚ୍ଚ ଅଧିକାରୀଙ୍କ ଠାରୁ ଦୂରେଇ ରୁହନ୍ତୁ। କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଦିନଟି ଭଲରେ କଟିବ। ସିଂହ: ମାନ-ସମ୍ମାନ ପାଇବେ। ବନ୍ଧୁଙ୍କ ପାଇଁ ଟଙ୍କା […]

Horoscope

Jitendra Garnayak
  • Published: Saturday, 15 May 2021
  • , Updated: 15 May 2021, 07:10 AM IST

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଉଚ୍ଚ ଅଧିକାରୀଙ୍କ ଠାରୁ ଦୂରେଇ ରୁହନ୍ତୁ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଦିନଟି ଭଲରେ କଟିବ।

ସିଂହ: ମାନ-ସମ୍ମାନ ପାଇବେ। ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭ ମିଳିବ।  ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିଆଙ୍କ ପାଇଁ କିଛି ନୂଆ ସୁଯୋଗ ଆସିପାରେ। ପିଲାଙ୍କୁ ନେଇ ଥିବା ଚିନ୍ତା ଦୂର ହେବ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢ଼ିବ।

କୁମ୍ଭ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାଙ୍କ ସହ ଯୁକ୍ତି କରନ୍ତୁ ନାହିଁ।

ମୀନ: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ନିଜ କଥା ଉପରେ ସଂଯମ ରଖନ୍ତୁ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

 

Related story