୧୪ ଡିସେମ୍ବର, ସୋମବାର: ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ

ମେଷ: ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟକୁ ନେଇ ଚିନ୍ତିତ ରହିପାରନ୍ତି। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ। ବୃଷ: ସହକର୍ମୀମାନଙ୍କ ଶତ୍ରୁତାର ଅବସାନ ଘଟିବ। ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଆୟବୃଦ୍ଧି ହେବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। ମିଥୁନ: ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟୀମାନେ ଆଶା ମୁତାବକ ଲାଭ ପାଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। କର୍କଟ: କୌଣସି ମହତ୍ତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇପାରେ। ବନ୍ଧୁ ମିଳିନ ହେତୁ […]

hhhhhhh-1

Tapaswini Nayak
  • Published: Monday, 14 December 2020
  • , Updated: 14 December 2020, 08:17 AM IST

ମେଷ: ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟକୁ ନେଇ ଚିନ୍ତିତ ରହିପାରନ୍ତି। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ: ସହକର୍ମୀମାନଙ୍କ ଶତ୍ରୁତାର ଅବସାନ ଘଟିବ। ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଆୟବୃଦ୍ଧି ହେବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ।

ମିଥୁନ: ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟୀମାନେ ଆଶା ମୁତାବକ ଲାଭ ପାଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ: କୌଣସି ମହତ୍ତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇପାରେ। ବନ୍ଧୁ ମିଳିନ ହେତୁ ମନଖୁସି ରହିବ। କୌଣସି ଜରୁରୀ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ବନ୍ଧୁଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। ଅଜଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଯାତ୍ରା କଲାବେଳେ ସତର୍କ ରୁହନ୍ତୁ।

କନ୍ୟା: ସମସ୍ତ କ୍ଷେତ୍ରରେ ଖୁସି ମିଳିବ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ସଫଳ ହେବେ। ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା: କୌଣସି ବନ୍ଧୁଙ୍କ ଦ୍ୱାରା ଶୁଭ ସମାଚାର ଶୁଣିବେ। ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ବିଛା: ବ୍ୟବସାୟରେ ସୁଧାର ଆସିବ। ମହିଳାମାନେ ହସଖୁସିରେ ଦିନଟି କାଟିବେ। ମହାଦେବଙ୍କୁ ଦର୍ଶନ କରନ୍ତୁ।

ଧନୁ: ଆପଣଙ୍କ ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅଫିସ୍‌ରେ ଉଚ୍ଚ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ।  ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର: ସ୍ଥଗିତ ଥିବା କାର୍ଯ୍ୟ ଅତି ସହଜରେ ସଂପନ୍ନ ହୋଇଯିବ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ସାମାଜରେ ଆପଣଙ୍କ ପତିଆରା ବୃଦ୍ଧି ପାଇବ।

କୁମ୍ଭ: ପାରିବାରିକ ସୁଖ ସହ ଉତ୍ତମ ଖାଦ୍ୟପେୟର ସୁଯୋଗ ରହିଅଛି। ଘରକୁ ଅର୍ଥର ଆଗମନ ହେବ। ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବେ।

ମୀନ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଅର୍ଥ ସଂଗ୍ରହ ଅଭିଯାନ ସଫଳ ହେବ।

Related story