ଏସବୁ ସଙ୍କେତକୁ ଜାଣି ରଖନ୍ତୁ, ଅଶୁଭ ଘଟିପାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଆଖପାଖରେ ରହୁଥିବା ପଶୁପକ୍ଷୀମାନେ ଆମକୁ କିଛି ସଙ୍କେତ ଦିଅନ୍ତି। ଏଥିରୁ କିଛି ଶୁଭ ଓ କିଛି ଅଶୁଭ ସଙ୍କେତ ହୋଇଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ଏମାନଙ୍କ ଆଚରଣରୁ ନିକଟ ଭବିଷ୍ୟତରେ ଘଟିବାକୁ ଥିବା ଅଶୁଭ ଘଟଣା ସଂପର୍କରେ ସଙ୍କେତ ମିଳିଥାଏ। ପେଚା ରାତିରେ କୁନ୍ଥେଇ କୁନ୍ଥେଇ ବୋବାଇବା, କୁକୁର ଉପରକୁ ମୁହଁ ଟେକି କାନ୍ଦିବା, ଗାଈ ଲାଙ୍ଗୁଡ଼ ଟେକି ହମ୍ବାଳିବା ଓ ବିଲେଇମାନଙ୍କ ମଧ୍ୟରେ ସବୁବେଳେ କଳହ ଲାଗିବା ଆଦି ସଙ୍କେତ ଆମକୁ […]

owl

Jitendra Garnayak
  • Published: Saturday, 18 August 2018
  • , Updated: 18 August 2018, 07:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଆଖପାଖରେ ରହୁଥିବା ପଶୁପକ୍ଷୀମାନେ ଆମକୁ କିଛି ସଙ୍କେତ ଦିଅନ୍ତି। ଏଥିରୁ କିଛି ଶୁଭ ଓ କିଛି ଅଶୁଭ ସଙ୍କେତ ହୋଇଥାଏ।
ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ଏମାନଙ୍କ ଆଚରଣରୁ ନିକଟ ଭବିଷ୍ୟତରେ ଘଟିବାକୁ ଥିବା ଅଶୁଭ ଘଟଣା ସଂପର୍କରେ ସଙ୍କେତ ମିଳିଥାଏ।

ପେଚା ରାତିରେ କୁନ୍ଥେଇ କୁନ୍ଥେଇ ବୋବାଇବା, କୁକୁର ଉପରକୁ ମୁହଁ ଟେକି କାନ୍ଦିବା, ଗାଈ ଲାଙ୍ଗୁଡ଼ ଟେକି ହମ୍ବାଳିବା ଓ ବିଲେଇମାନଙ୍କ ମଧ୍ୟରେ ସବୁବେଳେ କଳହ ଲାଗିବା ଆଦି ସଙ୍କେତ ଆମକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଥିବାର ସୂଚନା ଦେଇଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏପରି ହେଲେ ତତ୍‌କ୍ଷଣାତ୍‌ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ବିପଦ ଟଳିଯିବ।

https://www.youtube.com/watch?v=P6GVWG3ibTI&index=23&list=PLSItThInuALsR3zhPtcvN27BHifeAaF98&t=0s

Related story