୯ ଅକ୍ଟୋବର, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଚାକିରିରେ ପଦୋନ୍ନତି ପାଇବେ

ମେଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ଭଲ ରହିବ। ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ରୁଣ ଦେବେନେବା କରନ୍ତୁ ନାହିଁ। ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ଆଣିବ। ପରିବାର ମଧ୍ୟରେ ହସଖୁସିର ମାହୋଲ ରହିବ। ଚାକିରିଆ ପାଇଁ ପଦୋନ୍ନତିର ଯୋଗ ରହିଛି। ଏହାସହ ଚାକିରିରେ ପରିବର୍ତ୍ତନ କରିପାରନ୍ତି। କର୍କଟ: ଧନପ୍ରାପ୍ତିର […]

zodaic

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 08:42 AM IST

ମେଷ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ରୁଣ ଦେବେନେବା କରନ୍ତୁ ନାହିଁ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ଆଣିବ। ପରିବାର ମଧ୍ୟରେ ହସଖୁସିର ମାହୋଲ ରହିବ। ଚାକିରିଆ ପାଇଁ ପଦୋନ୍ନତିର ଯୋଗ ରହିଛି। ଏହାସହ ଚାକିରିରେ ପରିବର୍ତ୍ତନ କରିପାରନ୍ତି।

କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ଘଟିବ। ଚାକିରିରେ ପରିବର୍ତ୍ତନ ହୋଇପାରେ ।

ସିଂହ: ବିବାହ କ୍ଷେତ୍ରରେ ବାଧା ଉପୁଜିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଆଇନକାନୁନରେ ସଫଳତା ପାଇବେ। ପାରିବାରିକ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।

ତୁଳା: ଆଜିର ଦିନଟି ଭଲ ନୁହେଁ। ପାରିବାରିକ ସମସ୍ୟା ଲାଗି ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଚ୍ଛା: ଆଜିର ଦିନଟି ଭଲରେ କଟିବ। ଜମି କିଣାର ଯୋଗ ରହିଛି। ଲାଗି ରହିଥିବା ବଡ ସମସ୍ୟାର ସମାଧାନ ହୋଇଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁ ପ୍ରିୟଜନଙ୍କ ସହ ଭେଟ ହୋଇପାରେ। ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ।

ମକର: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

କୁମ୍ଭ: ଚାକିରିରେ ଉନ୍ନତି ଘଟିବ। ନୂଆ ଜମି କିଣିପାରନ୍ତି। ଲାଗି ରହିଥିବା ପାରିବାରିକ ସମସ୍ୟାର ଅନ୍ତ ଘଟିବ।

ମୀନ: ଅର୍ଥପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ଘଟିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

Related story