ଏପ୍ରିଲ ୨୭, ମଙ୍ଗଳବାର: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି

ମେଷ:ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିପାରନ୍ତି। ଦାୟିତ୍ୱ ବଢ଼ିବ। ବୃଷ:ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ନାହିଁ। ସେମାନଙ୍କ ମଧ୍ୟରେ ମତାନ୍ତର ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସନ୍ଧ୍ୟା ପରେ ଅସୁସ୍ଥ ଅନୁଭବ କରିବେ। କର୍କଟ:ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ: ଅଳସୁଆ ଅନୁଭବ କରିବେ। […]

Horoscope

Jitendra Garnayak
  • Published: Tuesday, 27 April 2021
  • , Updated: 27 April 2021, 07:30 AM IST

ମେଷ:ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିପାରନ୍ତି। ଦାୟିତ୍ୱ ବଢ଼ିବ।

ବୃଷ:ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ନାହିଁ। ସେମାନଙ୍କ ମଧ୍ୟରେ ମତାନ୍ତର ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।

ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସନ୍ଧ୍ୟା ପରେ ଅସୁସ୍ଥ ଅନୁଭବ କରିବେ।

କର୍କଟ:ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: ଆଜି ଆପଣଙ୍କ ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। କୌଣସି ନୂଆ କାର୍ଯ୍ୟ ମିଳିପାରେ।

ତୁଳା: ବ୍ୟସ୍ତତା ଭିତରେ ଦିନ କଟିବ। କାର୍ଯ୍ୟଭାର ଅଧିକ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ବିବାହ ସ୍ଥିର ହୋଇପାରେ। ସବୁ କାର୍ଯ୍ୟରେ ସଫଳତା ପାଇବେ। କେହି ସାହାଯ୍ୟ ମାଗିଲେ ଆଦୌ ମନା କରନ୍ତୁ ନାହିଁ।

ମକର: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆୟ ଅନୁସାରେ ବ୍ୟୟ ଅଧିକ ରହିବ। ପରିବାରରେ ଶାନ୍ତି ବଜାୟ ରହିବ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଭଗବାନଙ୍କ ଆଶୀର୍ବାଦ ମିଳିବ।ବ୍ୟସ୍ତତା ଭିତରେ ଦିନଟି କଟିପାରେ।

ମୀନ: ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଧୈର୍ଯ୍ୟର ସହ କାମ କରନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

Related story