କାର୍ଯ୍ୟସିଦ୍ଧିରେ ବିଳମ୍ବ ହେଉଛି କି? ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଗ୍ୟଦୋଷରୁ ମଣିଷକୁ ଇଛା କରୁଥିବା ଜିନିଷ ମିଳେ ନାହିଁ ଏବଂ ମାଙ୍ଗଳିକ କାମଗୁଡ଼ିକ ବିଗିଡ଼ିଯାଏ ବୋଲି ଜ୍ୟୋତିଷ ମତରେ କୁହାଯାଇଛି। ଶାସ୍ତ୍ରରେ ଏହାର ଉପଚାର ବ୍ୟବସ୍ଥା ମଧ୍ୟ ରହିଛି। କିଛି ଉପାୟ ଅଛି, ଯାହାକୁ ଅବଲମ୍ବନ କଲେ ଏହି ଭାଗ୍ୟଦୋଷ ଦୂର ହୋଇଯାଇପାରେ। ଶାସ୍ତ୍ରୋକ୍ତ ମତରେ ଏହାକୁ ‘କାର୍ଯ୍ୟସିଦ୍ଧି’ ବୋଲି କୁହାଯାଏ। ତେବେ କାର୍ଯ୍ୟସିଦ୍ଧି ଶବ୍ଦର ଅର୍ଥ ବ୍ୟାପକ। ଯେଉଁ କାର୍ଯ୍ୟରେ ଅନ୍ୟର ଅହିତ ସାଧନ ହୁଏ, ତାହାକୁ କାର୍ଯ୍ୟସିଦ୍ଧି କୁହାଯାଏ ନାହିଁ […]

interview

interview

Jitendra Garnayak
  • Published: Saturday, 15 September 2018
  • Updated: 15 September 2018, 02:01 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଗ୍ୟଦୋଷରୁ ମଣିଷକୁ ଇଛା କରୁଥିବା ଜିନିଷ ମିଳେ ନାହିଁ ଏବଂ ମାଙ୍ଗଳିକ କାମଗୁଡ଼ିକ ବିଗିଡ଼ିଯାଏ ବୋଲି ଜ୍ୟୋତିଷ ମତରେ କୁହାଯାଇଛି। ଶାସ୍ତ୍ରରେ ଏହାର ଉପଚାର ବ୍ୟବସ୍ଥା ମଧ୍ୟ ରହିଛି। କିଛି ଉପାୟ ଅଛି, ଯାହାକୁ ଅବଲମ୍ବନ କଲେ ଏହି ଭାଗ୍ୟଦୋଷ ଦୂର ହୋଇଯାଇପାରେ। ଶାସ୍ତ୍ରୋକ୍ତ ମତରେ ଏହାକୁ ‘କାର୍ଯ୍ୟସିଦ୍ଧି’ ବୋଲି କୁହାଯାଏ। ତେବେ କାର୍ଯ୍ୟସିଦ୍ଧି ଶବ୍ଦର ଅର୍ଥ ବ୍ୟାପକ। ଯେଉଁ କାର୍ଯ୍ୟରେ ଅନ୍ୟର ଅହିତ ସାଧନ ହୁଏ, ତାହାକୁ କାର୍ଯ୍ୟସିଦ୍ଧି କୁହାଯାଏ ନାହିଁ ।

ଆସନ୍ତୁ ଜାଣିବା କ’ଣ କଲେ ଆପଣଙ୍କର କାର୍ଯ୍ୟସିଦ୍ଧି ହେବ

ହନୁମାନ ଚାଳିଶା ପାଠ କରନ୍ତୁ

ମହାବୀର ହେଉଛନ୍ତି ସଙ୍କଟ ମୋଚକ। ତାଙ୍କ ପାଖରେ ଶରଣ ପଶିଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ପ୍ରତିଦିନ ୧୦୮ ଥର ହନୁମାନ ଚାଳିଶା ପାଠ କରନ୍ତୁ। ଆପଣଙ୍କ ଭାଗ୍ୟ ଖୋଲିଯିବ।

ସୋମବାର କରନ୍ତୁ ଏ କାମ

ନିଷ୍ଠାର ସହ ସୋମବାର ବ୍ରତ ପାଳନ କରନ୍ତୁ। ଧୀରେ ଧୀରେ ଆପଣଙ୍କ ସମସ୍ୟା ଦୂର ହେବ।

ମହାଦେବଙ୍କୁ କ୍ଷୀର ଓ ଚାଉଳ ଚଢ଼ାନ୍ତୁ

ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କ ବ୍ରତ ପାଳନ କରନ୍ତୁ। ବ୍ରତ ସମୟରେ କ୍ଷୀର ଓ ଅଭଙ୍ଗା ଚାଉଳ ମହାଦେବଙ୍କୁ ଅର୍ପଣ କରନ୍ତୁ।

ଲେମ୍ବୁର ବ୍ୟବହାର

ନଡ଼ିଆ ଭଳି ଲେମ୍ବୁ ଏକ ଶୁଭ ଫଳ। ନଜର ନ ଲାଗିବା ପାଇଁ ଏହାକୁ ଉପଯୋଗ କରାଯାଏ। ଆପଣ ଯେଉଁ ଠାକୁରଙ୍କୁ ମାନନ୍ତି ଓ ପୂଜା କରନ୍ତି ତାଙ୍କ ପାଦ ତଳେ ଲେମ୍ବୁ ରଖି ଦିଅନ୍ତୁ। ମନେ ରଖିବେ ଲେମ୍ବୁଟିରେ ଆଦୌ ଦାଗ ନ ଥିବା ଦରକାର। ଏବେ ଏହି ଲେମ୍ବୁ ଉପରେ ଗଙ୍ଗା ଜଳ ଢାଳି ଆପଣଙ୍କ କପାଳରେ ୭ ଥର ଛୁଆଁଇ ଦିଅନ୍ତୁ।

ଏହାପରେ ଲେମ୍ବୁକୁ ଅଧାରୁ ଚାରି ଫାଳ କରିଦିଅନ୍ତୁ। ଏବେ ଏହାକୁ ଘର ବାରଣ୍ଡାରେ ରଖି ଦିଅନ୍ତୁ। ଏମିତି ୪୧ ଦିନ କରନ୍ତୁ। ଦେଖିବେ କୌଣସି ନିର୍ଦ୍ଦିଷ୍ଟ କାମ ହେଉ ନ ଥିଲେ ସମସ୍ୟା ଦୂର ହୋଇଯିବ।

ମିଠା ଓ ଦହି

ଆପଣ କୌଣସି କାମରେ ବାରମ୍ବାର ବିଫଳ ହେଉଥିଲେ ଭାଙ୍ଗି ପଡ଼ନ୍ତୁ ନାହିଁ। ଶୁଭ କାମରେ ଘରୁ ବାହାରିବା ବେଳେ ମିଠା ଓ ଦହି ଖାଇ ବାହାରନ୍ତୁ। ଏଥିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ।

ଗାଈକୁ ଗୁଡ଼ ଖୁଆନ୍ତୁ

କୌଣସି ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରିବା ବେଳେ ପକେଟ୍‌ରେ କିଛି ଗୁଡ଼ ନେଇଯାଆନ୍ତୁ। ଏହାକୁ ରାସ୍ତାରେ ବୁଲୁଥିବା ଧଳା ଗାଈ ଦେଖି ଖାଇବାକୁ ଦିଅନ୍ତୁ। ଆପଣଙ୍କ ଭାଗ୍ୟ ଦୋଷ କଟିଯିବ ।

ସୌଜନ୍ୟ: Boldsky

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story