କେନ୍ଦୁଝର: ଘଟଗାଁ ଥାନା ବାଟହରିଚନ୍ଦନପୁର ନିକଟରେ ଟ୍ରକକୁ ପିଟିଲା ବସ୍; ଜଣେ ମୃତ, ୨୦ରୁ ଅଧିକ ଆହତ, ୪ ଗୁରୁତର କଟକ ସ୍ଥାନାନ୍ତର, ବସ୍ଟି ବଡ଼ବିଲରୁ ଭୁବନେଶ୍ୱର ଆସୁଥିଲା