ଆନନ୍ଦପୁର: ବେଲବାହାଳିରେ ଗଣେଶ ଭସାଣ ବେଳେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଗାଡ଼ିକୁ ଢ଼େଲାମାଡ଼, ମନ୍ତ୍ରୀଙ୍କ ଫର୍ଚୁନର ଗାଡ଼ିର ପଛ କାଚ ଭାଙ୍ଗିଲା, ମନ୍ତ୍ରୀ ସୁରକ୍ଷିତ, କର୍ମୀଙ୍କ ମଧ୍ୟରେ ଉତ୍ତେଜନା