ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଓଡ଼ିଶା ଆସୁଛି ବାଘୁଣୀ: ଆଜି ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା; ସୁରକ୍ଷା ଦୃଷ୍ଟିରୁ ଗସ୍ତର ରୁଟ୍‌କୁ ଗୁପ୍ତ ରଖାଯାଇଛି, ପୂର୍ବରୁ ୨୧ ତାରିଖରେ ମହାବଳ ବାଘ ଆସିଥିଲା, ବାଘୁଣୀ ଆସିବା ପରେ ଉଭୟଙ୍କୁ ଜଙ୍ଗଲରେ ମୁକ୍ତ କରାଯିବ