ବିଧାନସଭାରେ କଂଗ୍ରେସ ଦେଇଥିବା ମୁଲତବି ନୋଟିସ୍ ‘ଚାଷୀ ଆଖିରେ ଲୁହ; ସମାଧାନ ପରିବର୍ତ୍ତେ ରାଜ୍ୟ, କେନ୍ଦ୍ର ଦୋଷ ଲଦାଲଦି’ ଗୃହୀତ, କୃଷି ମନ୍ତ୍ରୀ ଦେବେ ଉତ୍ତର