ବୈଜୟନ୍ତ ପ୍ରସଙ୍ଗ ଦଳ ପ୍ରତି ବୁମେରାଂ ହେବ କି ‍ବୋଲି ପଚରା ଯିବାରେ ଦାମୋଦର ରାଉତ କହିଲେ- ମୁଁ ତ ଦଳ କଥା ବୁଝିବା ଦାୟିତ୍ୱରେ ଏବେ ନାହିଁ,ଏ ବିଷୟରେ ବବିଙ୍କୁ ପଚାର ସେ କହିବେ, ମୁଁ କ’ଣ କହିବି?