ବଲାଙ୍ଗିର: ରାମେଶ୍ୱରନଗରରେ ଏକ ବନ୍ଦ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୁବକ ଜଣଙ୍କ ବିବାହିତ ଓ ଘରେ ଏକା ରହୁଥିଲେ, ପାରିବାରିକ କଳହରୁ କିଛି ଦିନ ହେଲା ସ୍ତ୍ରୀ ପାଖରେ ରହୁ ନଥିଲେ