ପୁଣି ୩ୟ ମହଲାକୁ ଟାର୍ଗେଟ୍ କଲା ନିଖିଳ ଓଡ଼ିଶା ଠିକାଦାର ମହାସଂଘ: ସଂଘର ସଭାପତି ପ୍ରଭାତ ଦାସ କହିଲେ- ଟେଣ୍ଡରରେ ବିଭିନ୍ନ କ୍ରାଇଟେରିଆରେ ଠିକାଦାରଙ୍କୁ ହଇରାଣ କରାଯାଉଛି, ଓଡ଼ିଶା ବାହାରର ଠିକାଦାରଙ୍କୁ ନେଇ କାମ କରାଯାଉଛି, ୧୦୦ କୋଟିର କାମକୁ ୫୦୦ କୋଟି କରି ଚାନ୍ଦା ଆଦାୟ ଚାଲିଛି Edited By OdishaReporter Bureau | By R M On Jun 11, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।