ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା ପଞ୍ଜୀକରଣ; ଆଜିଠୁ ୨୯ ଯାଏଁ ୧୨ଟି ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ, ୩୦ ତାରିଖରେ ପ୍ରକାଶ ପାଇବ ଷ୍ଟେଟ୍ ମେରିଟ୍ ଲିଷ୍ଟ