ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଠାରୁ ଚୋରି ଘଟଣାର ନୂଆ ମୋଡ଼: ନବୀନ ନନ୍ଦ କୋଲକାତାରେ ଗିରଫ ହୋଇଥିଲେ, ଗିରଫ ପରେ ଜାମିନରେ ଆସିଥିବା ଏକ ପତ୍ରିକାରେ ପ୍ରକାଶ ପାଇଛି, ପାର୍କ ଷ୍ଟ୍ରିଟ୍‌ରେ ଥିବା ଏକ ସ୍ପାରେ ସେକ୍ସ ରାକେଟ୍‌ ଉପରେ ଚଢ଼ାଉ ବେଳେ ନବୀନଙ୍କୁ ଧରିଥିଲା ପୋଲିସ