ରାଜ୍ୟପାଳଙ୍କ ବିମାନ,ହେଲିକପ୍ଟର ଭଡ଼ାକୁ ନେଇ ବିବାଦ: ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗର ଚିଠି; କେଉଁଥି ପାଇଁ ଗସ୍ତ କରିଥିଲେ ଜଣାଇବାକୁ କହିଲେ, ଭୁବନେଶ୍ୱରରୁ ଦିଲ୍ଲୀ ଯାଆସ ପାଇଁ ସ୍ୱତନ୍ତ୍ର ଜେଟ୍ ବ୍ୟବହାର କରିଥିଲେ ରାଜ୍ୟପାଳ, ବିମାନ ଭଡ଼ା ବାବଦକୁ ୪୧ ଲକ୍ଷ ୧୮ ହଜାର ବିଲ୍ ହୋଇଛି