ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ପାଖରେ ବସ୍ ଧକ୍କାରେ ଜଣେ ଡାକ୍ତରଙ୍କ ମୃତ୍ୟୁ; ଡ୍ରାଇଭର ଓ ହେଲପର୍‌ ଚମ୍ପଟ୍; ଉତ୍ତ୍ୟକ୍ତ ଲୋକଙ୍କ ବସ୍ ଭଙ୍ଗାରୁଜା