ବାସୁଦେବପୁର: ଲୁଙ୍ଗା ଗାଁକୁ ଯାଇଥିବା ବେଳେ ଟେକା ପଥର ପିଙ୍ଗି IICଙ୍କୁ ନିସ୍ତୁକ ପିଟିଲେ ଲୋକେ, ଲୋକଙ୍କ ମାଡ଼ରେ IIC ଗୁରୁତର, ରାତିରେ ଗାଁର ଏକ ଡିଜେ ଗାଡ଼ି ନାବାଳିକାକୁ ଧକ୍କା ଦେଇଥିଲା