ଭୁବନେଶ୍ୱର: ବହୁ ଚର୍ଚ୍ଚିତ କିଟ୍ ଜମି କେଳେଙ୍କାରୀ ମାମଲା, ଅଭିଯୁକ୍ତଙ୍କ ବଦଳରେ ଅଭିଯୋଗକାରୀଙ୍କୁ ଗିରଫ କଲା ପୋଲିସ୍, ମୂଳ ଜମି ମାଲିକ ଚନ୍ଦ୍ରଧ୍ୱଜ ସାହୁ ଗିରଫ, ନିଜ ଜମିରେ କିଟ୍‌ର ନିର୍ମାଣକୁ ବନ୍ଦ କରିବାକୁ ଯାଇଥିଲେ