ବରଗଡ଼: ବିଜେପି ପାର୍ଟି ଅଫିସରେ ପୋଲିସ୍ ରେଡ୍ ଘଟଣାର ପ୍ରତିବାଦରେ ଗାଈସିଲଟ ଥାନାରେ କେଭି ସିଂଦେଓ ଏବଂ ପ୍ରଦୀପ ପୁରୋହିତଙ୍କ ସହ ୫୦ କର୍ମୀଙ୍କ ଧାରଣା, IICଙ୍କ ବଦଳି ଦାବିରେ ଧାରଣା ଦେଇଛନ୍ତି ବିଜେପି ନେତା