ଗୁରୁପ୍ରିୟା ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ବିଜେପିର ଟାର୍ଗେଟ୍: ମୁଖପାତ୍ର ଗୋଲକ ମହାପାତ୍ର କହିଲେ,୨୦୧୦ରୁ ଦୁର୍ନୀତି ହୋଇଛି,୨୦୧୦ରେ ୯୦ କୋଟିକୁ ମନା କରିଥିଲ, ଏବେ ୧୮୭ କୋଟିକୁ ହଁ କେମିତି କଲ, ଦୁର୍ନୀତିର ବାଟ ସେବେଠୁ ଖୋଲା ଅଛି, ଏହା ପୁରୁଣା ଚେର