ବୌଦ୍ଧ ସବ୍‌ଜେଲ୍‌ରେ ରହୁଥିବା ବିଚାରାଧୀନ କଏଦୀ ପ୍ରମୋଦ ଭବସାଗରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ; ରାତିରେ ଦେହ ଖରାପ ହେବାରୁ ବୌଦ୍ଧ ଡାକ୍ତରଖାନାକୁ ଆସିଥିଲେ, ଏକ ଦୁଷ୍କର୍ମ ମାମଲାରେ ୮ ଦିନ ହେଲା ଜେଲ୍‌କୁ ଆସିଥିଲେ