ବୌଦ୍ଧ: ପୁରୁଣାକଟକ ଥାନା ଜିରାଳ ଗାଁରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ; ଜମି ବିବାଦକୁ ନେଇ ଆକ୍ରମଣ, ଝିଆରୀ ଗୁରୁତର, ଆକ୍ରମଣରେ ପୁତୁରା ଓ ଭଣଜା ବି ସାମିଲ୍, ଥାନାରେ ଏତଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।