NHAI ଅଫିସ୍‌ରେ ପଶି କଂଗ୍ରେସ ପାଣି ଢାଳିବା ଘଟଣା: ରାତି ଅଧରେ ୨ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ୍; ନୟାପଲ୍ଲୀ ଥାନାରେ ଅଟକ, ଗତକାଲି NHAI ଅଫିସ୍‌ରେ କଂଗ୍ରେସକର୍ମୀମାନେ ପଶି ପାଣି ଢାଳିଥିଲେ