କଂଗ୍ରେସ SC ମୋର୍ଚ୍ଚା ଅଧ୍ୟକ୍ଷଙ୍କ ଅଭିଯୋଗର ଜବାବରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଲେ- SIT ତଦନ୍ତ ପାଇଁ ସରକାର କୋର୍ଟଙ୍କୁ ଜଣାଇ ସାରିଛନ୍ତି, ନିଷ୍ପତ୍ତି ହାଇକୋର୍ଟ କରିବେ, କଂଗ୍ରେସର ଅଭିଯୋଗ ଭିତ୍ତିହୀନ