ଚୌଦ୍ୱାର: ହାତୀ ଆତଙ୍କରେ ଅତିଷ୍ଠ ହୋଇ ଚୌଦ୍ୱାର-ଟାଙ୍ଗୀ ରାସ୍ତା ଅବରୋଧ କଲେ ବରପଦା ଗ୍ରାମବାସୀ; ବନବିଭାଗ ତୁରନ୍ତ ହାତୀକୁ କାବୁ କରିବାକୁ ଗ୍ରାମବାସୀଙ୍କ ଦାବି, କାଲି ହାତୀ ଗାଁରେ ପଶି କ୍ଷୟକ୍ଷତି କରିବା ସହ ଗୋଟିଏ ବାଛୁରୀକୁ ମାରିଥିଲା