ପଟ୍ଟାମୁଣ୍ଡାଇ: କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଆଜି ବ୍ରାହ୍ମଣୀ ନଦୀ ଘାଟରୁ ଉଦ୍ଧାର; ତାଳପାଟଣା ଗାଁର ଜଣଙ୍କୁ କାଲି ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା