ବରଗଡ଼: ଚାଷ ପାଇଁ ଋଣ କରି କ୍ଷତିଗ୍ରସ୍ତ ହୋଇଥିବା ଗାଈସିଲଟ ନୂଆପଲ୍ଲୀ ଗାଁ ଚାଷୀ କ୍ଷମାସାଗର ବିଶ୍ୱାଳ ଗତ ୧୫ ତାରିଖରେ ବିଷପିଇ ଦେଇଥିଲେ, ଗତକାଲି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ