ଜଗତସିଂହପୁର: ଶଦେଇପୁର ଛକରେ ଆମ୍ବୁଲାନ୍ସକୁ ପିଟିଲା କାର୍, ୨ଆହତ, ଆହତଙ୍କ ମଧ୍ୟରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ସୂଚନା,ବିଜୟ କଟକ ସ୍ଥାନାନ୍ତର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ