ଜୟପୁର: ବିଷାକ୍ତ ଛତୁ ଖାଇ ଦୁଇଟି ସ୍ଥାନରେ ୧୨ ଅସୁସ୍ଥ; କୁନ୍ଦାରିଗୁଡ଼ାରେ ୧୧, ବାରିଣିପୁଟ୍‌ରେ ଜଣେ ଅସୁସ୍ଥ, ସମସ୍ତ ଅସୁସ୍ଥ ଜୟପୁର ଡାକ୍ତରଖାନାରେ ଭର୍ତ୍ତି