କେନ୍ଦ୍ରାପଡ଼ା: ମଙ୍ଗଳପୁର ଗାଁରେ ବ୍ଲୁ ହ୍ୱେଲ୍‌ ଗେମ୍‌ ଆତଙ୍କ; ଜଣେ ଯୁବକ ପନିକିରେ ନିଜ ପେଟ କାଟିବାକୁ ଉଦ୍ୟମ କରିବା ବେଳେ ଅଟକାଇଲେ ଘର ଲୋକେ