ପୁରୀ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ, ଚାବି ହଜିଥିବା ସ୍ୱୀକାର କଲା, ମନ୍ଦିର ପ୍ରଶାସନ ନିକଟରେ ମଧ୍ୟ ସେହି ଚାବି ନାହିଁ