ଖୋର୍ଦ୍ଧା: ଚାକିରି ଦେବା ନାଁରେ ୫୦ ଲକ୍ଷ ଠକି ସଂସ୍ଥା ଚମ୍ପଟ, HFCO ନାଁରେ ସଂସ୍ଥା ଖୋଲି ୪୦ ପିଲାଙ୍କୁ ଠକିଥିବା ଅଭିଯୋଗ, ରାତାରାତି ସଂସ୍ଥା ଉଭାନ ପରେ ଜଟଣୀ ଥାନାରେ ଏତଲା କଲେ କ୍ଷତିଗ୍ରସ୍ତ