ଉମରକୋଟ: ଜଙ୍ଗଲୀ ଛତୁ ଖାଇ ୧୦ଟି ପରିବାରର ୨୦ ଅସୁସ୍ଥ; ସମସ୍ତ ଅସୁସ୍ଥ ଡାବୁଗାଁ ବ୍ଲକ୍ ଚଲାଣଗୁଡ଼ା ଗାଁର, ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି