ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆଜି ସକାଳେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିବା ସହ ଡାକ୍ତର ଓ ନର୍ସ ଉପସ୍ଥିତ ଅଛନ୍ତି ନା ନାହିଁ, ରୋଗୀଙ୍କୁ ମାଗଣା ଖାଦ୍ୟ ଓ ଔଷଧ ଦିଆଯାଉଛି ନା ନାହିଁ ଏବଂ ସଫେଇ କାମ ଠିକରେ ହେଉଛି ନା ନାହିଁ ସେ ସଂପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ। ଏହାସହିତ ବିଭିନ୍ନ ଓ୍ୱାର୍ଡକୁ ବୁଲି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

health

Rakesh Mallick
  • Published: Wednesday, 10 May 2017
  • , Updated: 10 May 2017, 03:44 PM IST

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆଜି ସକାଳେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିବା ସହ ଡାକ୍ତର ଓ ନର୍ସ ଉପସ୍ଥିତ ଅଛନ୍ତି ନା ନାହିଁ, ରୋଗୀଙ୍କୁ ମାଗଣା ଖାଦ୍ୟ ଓ ଔଷଧ ଦିଆଯାଉଛି ନା ନାହିଁ ଏବଂ ସଫେଇ କାମ ଠିକରେ ହେଉଛି ନା ନାହିଁ ସେ ସଂପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ।

ଏହାସହିତ ବିଭିନ୍ନ ଓ୍ୱାର୍ଡକୁ ବୁଲି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

Related story