ଫାଇଲିନ୍ କ୍ଷତିପୂରଣ ମିଳିନଥିବା ପ୍ରତିବାଦରେ ପୁରୀ ପାନ୍ଥ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ସଂଜୟ ଦାସବର୍ମାଙ୍କୁ କ୍ଷତିଗ୍ରସ୍ତଙ୍କ ଘେରାଉ: ଭିତରେ ମିଟିଂ ଚାଲିଥିବା ବେଳେ ବାହାରେ ଘେରାଉ କରି ହୋହଲ୍ଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।