ମୁନିଗୁଡ଼ା: ବିଷମକଟକର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଛି, ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି; ଏଥିରେ ଲେଖାଯାଇଛି- ମାଓବାଦୀ ହିଂସା ଛାଡ଼, ନଚେତ୍ ରାୟଗଡ଼ା ଛାଡ଼

wallpaper2you_325147

Tapaswini Nayak
  • Published: Wednesday, 05 September 2018
  • , Updated: 05 September 2018, 03:34 AM IST

Related story