କଟକ: ଏସସିବି କାଜୁଆଲଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣା; ଏସସିବି ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସମସ୍ତ ବିଭାଗର ଏଚଓଡି, ସମସ୍ତ ଆଇସିୟୁ ଇନଚାର୍ଜ,PWD, ମେଡିକାଲ ଫାୟାର ଓ ବିଦ୍ୟୁତ ବିଭାଗ କର୍ମଚାରୀ ଉପସ୍ଥିତ