ସୋର: କଲେଜ ପଢ଼ୁଆ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ;ଦିଗଭଅଁରା ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ,ପୀଡ଼ିତାଙ୍କ ପରିବାରର ଏତଲା ଭିତ୍ତିରେ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ