ପାଣିପାଗ ବିଭାଗ ପକ୍ଷରୁ ରାତି ୧୨ଟା ୧୫ ଯାଏଁ ସତର୍କ ସୂଚନା ଜାରି, ବର୍ଷା, ଝଡ଼ତୋଫାନ, ବଜ୍ରପାତ ନେଇ ୧୨ ଜିଲ୍ଲାକୁ ସତର୍କ ସୂଚନା, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ବାଲେଶ୍ୱର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ଆଶଙ୍କା

Mihir Pattnayak
  • Published: Saturday, 18 August 2018
  • , Updated: 18 August 2018, 03:12 PM IST

Related story