ନୂଆ ଅଫର୍‌: ୪ ଲକ୍ଷ ଟଙ୍କାର ବୀମା ସହିତ ଦିନକୁ ୨ଜିବି ଡାଟା

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ଭାରତୀ ଏଏକ୍ସଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ସହିତ ପାର୍ଟନର୍‌ଶିପ୍ କରି ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଘୋଷଣା କରିଛି। ଏହି ପ୍ରିପେଡ୍ ପ୍ଲାନ୍ ୫୯୯ ଟଙ୍କାର। ଏୟାରଟେଲ୍‌ର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ କଲ୍ (ଲୋକାଲ୍ ଓ ଏସ୍‌ଟିଡି) କରିବା ସୁବିଧା ସହିତ ୪ ଲକ୍ଷ ଟଙ୍କାର ଲାଇଫ୍ ଇନ୍‌ସ୍ୟୁରାନ୍ସ କଭର୍‌ ବା ବୀମା ସୁବିଧା ମିଳିବ। ତା’ସହିତ ଏହି ପ୍ଲାନ୍ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡେଟା ଓ ଅନ୍‌ଲିମିଟେଡ୍‌ ଏସ୍‌ଏମ୍‌ଏସ୍‌ ସୁବିଧା […]

mobile

mobile

Jitendra Garnayak
  • Published: Monday, 23 September 2019
  • Updated: 23 September 2019, 04:57 PM IST

Sports

Latest News

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ଭାରତୀ ଏଏକ୍ସଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ସହିତ ପାର୍ଟନର୍‌ଶିପ୍ କରି ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଘୋଷଣା କରିଛି। ଏହି ପ୍ରିପେଡ୍ ପ୍ଲାନ୍ ୫୯୯ ଟଙ୍କାର। ଏୟାରଟେଲ୍‌ର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ କଲ୍ (ଲୋକାଲ୍ ଓ ଏସ୍‌ଟିଡି) କରିବା ସୁବିଧା ସହିତ ୪ ଲକ୍ଷ ଟଙ୍କାର ଲାଇଫ୍ ଇନ୍‌ସ୍ୟୁରାନ୍ସ କଭର୍‌ ବା ବୀମା ସୁବିଧା ମିଳିବ। ତା’ସହିତ ଏହି ପ୍ଲାନ୍ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡେଟା ଓ ଅନ୍‌ଲିମିଟେଡ୍‌ ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବ। ଏହି ପ୍ଲାନ୍‌ର ଭ୍ୟାଲିଡିଟି ୮୪ ଦିନ ରହିବ।

ପ୍ରତିଥର ରିଚାର୍ଜ ସହିତ ଇନ୍‌ସ୍ୟୁରାନ୍ସ କଭରେଜ୍‌ ଜାରି ରହିବ
କଂପାନୀ ପକ୍ଷରୁ କୁହାଯାଇଛି, ୫୯୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ୮୪ ଦିନ ପର୍ଯ୍ୟନ୍ତ ଚାଲିବ। ତା’ପରେ ଗ୍ରାହକଙ୍କୁ ପୁଣି ୫୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏହି କ୍ରମରେ ତାଙ୍କ ଲାଇଫ୍ ଇନ୍‌ସ୍ୟୁରାନ୍ସ କଭରେଜ୍‌ ଆଗକୁ ବଢ଼ି ଚାଲିବ। ପ୍ରଥମ ଥର ୫୯୯ ଟଙ୍କାର ରିଚାର୍ଜ କଲା ପରେ ଗ୍ରାହକଙ୍କୁ ବୀମା ସୁବିଧା ପାଇଁ ନାଁ ପଞ୍ଜିକରଣ କରିବାକୁ ପଡ଼ିବ। ସେମାନେ ଏସ୍‌ଏମ୍‌ଏସ୍‌, ଏୟାରଟେଲ୍ ଥ୍ୟାଙ୍କସ ଆପ୍‌ ଅବା ଏୟାରଟେଲ୍‌ର ରିଟେଲ୍ ଷ୍ଟୋରର ଯାଇ ବୀମା ସୁବିଧା ପାଇଁ ନାଁ ପଞ୍ଜିକରଣ କରିପାରିବେ।

ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ନାହିଁ
ଏୟାରଟେଲ୍‌ର କହିବା ଅନୁଯାୟୀ, ୧୮ରୁ ୫୪ ବର୍ଷର ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିବ। ଏଥିପାଇଁ କିଛି ଅତିରିକ୍ତ କାଗଜପତ୍ର ଅବା ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରିବାକୁ ପଡ଼ିବ ନାହିଁ। ବୀମାର ଡିଜିଟାଲି କପି ଗ୍ରାହକଙ୍କୁ ତୁରନ୍ତ ପ୍ରଦାନ କରାଯିବ। ଗ୍ରାହକମାନଙ୍କ ଅନୁରୋଧ କ୍ରମେ ଏହାର ହାର୍ଡ କପି ସେମାନଙ୍କ ଘର ଠିକଣାରେ ପଠାଇ ଦିଆଯିବ।

କେବେଠାରୁ ଲାଗୁ ହେବ
ବର୍ତ୍ତମାନ ପାଇଁ ଏୟାରଟେଲ୍‌ର ଏହି ଅଫର୍ କେବଳ ତାମିଲନାଡୁ ଓ ପୁଡୁଚେରୀ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ। କିଛି ମାସ ମଧ୍ୟରେ ଏହି ସେବାକୁ ସାରା ଦେଶରେ କମ୍ପାନୀ ଉପଲବ୍ଧ କରାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story