ଚତୁର୍ଥ ତ୍ରୈୟମାସିକରେ ଇନଫୋସିସର ୩,୦୯୭ କୋଟି ଲାଭ

ନୂଆଦିଲ୍ଲୀ: ୨୦୧୪-୧୫ ଆର୍ଥିକ ବର୍ଷର ଶେଷ ତଥା ଚତୁର୍ଥ ତ୍ରୈୟମାସିକରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଆଇଟି କଂପାନୀ ଇନଫୋସିସର ନେଟ୍ ଲାଭ ୩.୫% ବଢ଼ିଛି। ଏହି ସମୟ ମଧ୍ୟରେ କଂପାନୀ ୩,୦୯୭ କୋଟି ଟଙ୍କା ଲାଭ କରିଛି। ଅନ୍ୟପକ୍ଷରେ କଂପାନୀର ରାଜସ୍ୱ ୪.୨% ବଢ଼ି ୧୩,୪୧୧ କୋଟିରେ ପହଞ୍ଚିଛି। ୨୦୧୫-୧୬ ଆର୍ଥିକ ବର୍ଷରେ କଂପାନୀର ରାଜସ୍ୱ  ପରିମାଣ୧୦-୧୨% ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

infosys

Rakesh Mallick
  • Published: Friday, 24 April 2015
  • , Updated: 24 April 2015, 10:00 AM IST

Related story