ବିଅର ପାଉଡର ଆଣିଲା କିଙ୍ଗଫିଶର

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମଦ କମ୍ପାନୀ କିଙ୍ଗଫିଶର ନିଜ ବ୍ୟବସାୟକୁ ଆଉ ପାଦେ ଆଗେଇ ନେଇଛି। କାଚ ବୋତଲ ଓ କ୍ୟାନ ବିଅର ପରେ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ବିଅର ପାଉଡର ବା ଇନଷ୍ଟାଣ୍ଟ ମିକ୍ସ ବଜାରକୁ ଆଣିଛି। ଏହି ପାଉଡରକୁ ପାଣିରେ ମିଶାଇଲେ ଏହା ବିଅରରେ ରୂପାନ୍ତରିତ ହେବ ବୋଲି କିଙ୍ଗଫିଶର ଏକ  ଭିଡିଓ ଜାରି କରି ସ୍ପଷ୍ଟ କରିଛି। And here it is! Kingfisher is proud to bring to […]

kingfisher

kingfisher

Subhransu Sekhar
  • Published: Monday, 01 April 2019
  • Updated: 01 April 2019, 02:42 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମଦ କମ୍ପାନୀ କିଙ୍ଗଫିଶର ନିଜ ବ୍ୟବସାୟକୁ ଆଉ ପାଦେ ଆଗେଇ ନେଇଛି। କାଚ ବୋତଲ ଓ କ୍ୟାନ ବିଅର ପରେ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ବିଅର ପାଉଡର ବା ଇନଷ୍ଟାଣ୍ଟ ମିକ୍ସ ବଜାରକୁ ଆଣିଛି। ଏହି ପାଉଡରକୁ ପାଣିରେ ମିଶାଇଲେ ଏହା ବିଅରରେ ରୂପାନ୍ତରିତ ହେବ ବୋଲି କିଙ୍ଗଫିଶର ଏକ  ଭିଡିଓ ଜାରି କରି ସ୍ପଷ୍ଟ କରିଛି।

ବିଅର ବୋତଲ କିମ୍ବା କ୍ୟାନକୁ ଥଣ୍ଡା ରଖିବା ପାଇଁ ଫ୍ରିଜର ବ୍ୟବହାର ହେଉଥିବାବେଳେ ଏହି ପାଉଡର କିନ୍ତୁ ପାଣିରେ ମିଶାଇବା ପରେ ଫ୍ରିଜରେ ରହୁଥିବା ବିଅର ଭଳି ତାଜା ସ୍ୱାଦ ଦେବ ବୋଲି ଏକ ଭିଡିଓ ଜରିଆରେ କିଙ୍ଗଫିଶର  କମ୍ପାନୀ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story