ଅଣଓଡ଼ିଆ ଗାର୍ମେଣ୍ଟ୍‌ ଶୋ’ରୁମ୍‌ରେ ରଜ ଅଫର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଝିଅଟିଏ ‘ରଜ’ରେ ସଜ ହେବନି ତ ଆଉ କେବେ ସଜ ହେବେ? ଏଇ ଭାବନାକୁ ଅଣଓଡ଼ିଆ ଗାର୍ମେଣ୍ଟ୍ ଶୋ’ରୁମ୍ ଗୁଡ଼ିକ ମଧ୍ୟ ଖୁବ୍ ଭଲ ଭାବେ ବୁଝିଛନ୍ତି। ଏଇ କିଛି ବର୍ଷ ହେବ ରାଜ୍ୟ ରାଜଧାନୀ ହେଉ କି ରଜ ପର୍ବର ପେଣ୍ଠ ସ୍ଥଳ କୁହାଯାଉଥିବା କଟକ ସହର ହେଉ, ସବୁଠି ବଡ଼ ବଡ଼ ଶୋ’ରୁମ୍ ଗୁଡ଼ିକ ଅଫରର ପସରା ମେଲାଇ ଦେଉଛନ୍ତି। ବିଗ୍‌ ବଜାର, ପ୍ୟାଣ୍ଟାଲୁନ୍, ସେଣ୍ଟ୍ରାଲ, ରିଲାଏନ୍ସ ଟ୍ରେଣ୍ଡ୍‌ ଠାରୁ […]

offerraja

offerraja

Niharika Rout
  • Published: Friday, 14 June 2019
  • Updated: 14 June 2019, 10:52 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଝିଅଟିଏ ‘ରଜ’ରେ ସଜ ହେବନି ତ ଆଉ କେବେ ସଜ ହେବେ? ଏଇ ଭାବନାକୁ ଅଣଓଡ଼ିଆ ଗାର୍ମେଣ୍ଟ୍ ଶୋ’ରୁମ୍ ଗୁଡ଼ିକ ମଧ୍ୟ ଖୁବ୍ ଭଲ ଭାବେ ବୁଝିଛନ୍ତି। ଏଇ କିଛି ବର୍ଷ ହେବ ରାଜ୍ୟ ରାଜଧାନୀ ହେଉ କି ରଜ ପର୍ବର ପେଣ୍ଠ ସ୍ଥଳ କୁହାଯାଉଥିବା କଟକ ସହର ହେଉ, ସବୁଠି ବଡ଼ ବଡ଼ ଶୋ’ରୁମ୍ ଗୁଡ଼ିକ ଅଫରର ପସରା ମେଲାଇ ଦେଉଛନ୍ତି।

ବିଗ୍‌ ବଜାର, ପ୍ୟାଣ୍ଟାଲୁନ୍, ସେଣ୍ଟ୍ରାଲ, ରିଲାଏନ୍ସ ଟ୍ରେଣ୍ଡ୍‌ ଠାରୁ ଆରମ୍ଭ କରି ମାକ୍ସ ଫ୍ୟାଶନ୍‌, ବିଶାଲ୍ ମେଗାମାର୍ଟ ଓ ଭି ଟୁ ଭି ଭଳି ମଲ୍ଟି ବ୍ରାଣ୍ଡ୍ ଆଉଟ୍‌ଲେଟ୍ ପ୍ରତି ବର୍ଷ ଘୋଷଣା କରୁଛନ୍ତି ଆକର୍ଷଣୀୟ ଅଫର। ସେହିପରି କଳାମନ୍ଦିର, କଳାମନ୍ଦିର ରୟାଲ ଓ ଉତ୍ସବ ଭଳି ଶୋ’ରୁମ୍ ମଧ୍ୟ ମନଛୁଆଁ ଅଫର ଦେଉଛନ୍ତି। ସବୁଠି ଆକର୍ଷଣୀୟ ଗାର୍ମେଣ୍ଟ୍ ସାଙ୍ଗକୁ ଝିଅମାନଙ୍କୁ ଆକୃଷ୍ଟ କଲାଭଳି ମନପସନ୍ଦର ଆସେସରିଜ୍‌ ମାନ ରହିଛି।

ରାଜଧାନୀରେ ଥିବା ‘ସେଣ୍ଟ୍ରାଲ୍‌’ ଶୋ’ ରୁମ୍ ଚଳିତ ବର୍ଷ ରଜ ପାଇଁ ୫୦୦୦ ଟଙ୍କାର କ୍ରୟରେ ୨୦୦୦ ଟଙ୍କାର ଗିଫ୍ଟ୍ ଭାଉଚର ଘୋଷଣା କରିଛି। ସେହିପରି ୧୪୯୯ ଟଙ୍କାର କ୍ରୟରେ ଆଇରନ ଓ ଗ୍ରାଇଣ୍ଡର ଭଳି ଇଲେକ୍ଟ୍ରୋନିକ୍‌ ପ୍ରଡକ୍ଟକୁ ଉଚ୍ଚ ରିହାତି ଦରରେ ବିକ୍ରି କରୁଥିବା ଘୋଷଣା କରିଛି। ଖାଲି ସେତିକି ନୁହେଁ, ଶୋ ରୁମ୍‌ରେ ଝିଅ ମାନଙ୍କ ପାଇଁ ରଜ ଦୋଳି ବ୍ୟବସ୍ଥା ମଧ୍ୟ କରିଛି।

offerସେହିପରି ମାକ୍ସ ଫ୍ୟାଶନ୍‌ ୩୯୯୯ ଟଙ୍କାର କ୍ରୟରେ ୧୪୯୫ ଟଙ୍କାର ନନ୍‌ଷ୍ଟିକ୍‌ ପ୍ୟାନ୍‌ ଓ କଡ଼େଇ ଅଫର ଦେଉଛି। ସେହିପରି ବିଭିନ୍ନ ଉତ୍ପାଦରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଫର ଘୋଷଣା କରିଛି।

ଖାଲି ସେତିକି ନୁହେଁ ରିଲାଏନ୍ସ ଟ୍ରେଣ୍ଡ୍ସ ଭଳି ଶୋରୁମ୍ ସ୍ୱତନ୍ତ୍ର ରଜ ସେଲ୍ଫି ଷ୍ଟାର୍ ପ୍ରୋଗ୍ରାମ ମାଧ୍ୟମରେ ୧୦,୦୦୦ ଟଙ୍କାର ଗିଫ୍ଟ ଦେଉଛି। ମିଳିଥିବା ସୂଚନା ଅନୁସାରେ, ଏଥର ଟ୍ରେଣ୍ଡ୍ସ  ୩୯୯୯ ଟଙ୍କାର କ୍ରୟରେ ୩୯୯୯ ଟଙ୍କାର ମାଗଣା କ୍ରୟ କରିବା ପାଇଁ ସୁଯୋଗ ଦେଉଛି। ଏଥି ସହିତ ୨୫୦୦ ଟଙ୍କାର ଗିଫ୍ଟ ଭାଉଚର ମଧ୍ୟ ଘୋଷଣା କରିଛି ବୋଲି ଶୋରୁମ୍‌ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story