ସବୁ ମଡେଲରେ ୩୦ ହଜାର ପର୍ଯ୍ୟନ୍ତ ଦାମ୍ ବଢାଇବ ହୁଣ୍ଡାଇ ମୋଟର

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର  ଇଣ୍ଡିଆ ଲିମିଟେଡ୍(ଏଚଏମଏଲ) ଏହାର ସବୁ ମଡେଲର  କାର ଗୁଡିକର ଦାମ ବଢାଇ ଦେବ। କମ୍ପାନୀ ଏହାର ସବୁ ମଡେଲ କାରରେ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି କରିବ। ଅଗଷ୍ଟ ପହିଲାରୁ କମ୍ପାନୀ ଏଏସବୁ ଗୁଡିକର ଦାମ୍ ବଢାଯିବ। ତେବେ କମ୍ପାନୀ ଏଥିରୁ ତା’ର ଏସୟୁଭି କ୍ରେଟାକୁ ବାଦ୍ ଦେଇଛି। କମ୍ପାନୀର ବରିଷ୍ଠ ଉପସଭାପତି (ସେଲ ଓ ମାର୍କେନ୍) ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ ଖର୍ଚ୍ଚ  ବଢିଯାଇଥିବା ଯୋଗୁଁ ସବୁ ମଡେଲର କାରର ଦର […]

hyundai

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 09:27 AM IST

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର  ଇଣ୍ଡିଆ ଲିମିଟେଡ୍(ଏଚଏମଏଲ) ଏହାର ସବୁ ମଡେଲର  କାର ଗୁଡିକର ଦାମ ବଢାଇ ଦେବ। କମ୍ପାନୀ ଏହାର ସବୁ ମଡେଲ କାରରେ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି କରିବ। ଅଗଷ୍ଟ ପହିଲାରୁ କମ୍ପାନୀ ଏଏସବୁ ଗୁଡିକର ଦାମ୍ ବଢାଯିବ। ତେବେ କମ୍ପାନୀ ଏଥିରୁ ତା’ର ଏସୟୁଭି କ୍ରେଟାକୁ ବାଦ୍ ଦେଇଛି। କମ୍ପାନୀର ବରିଷ୍ଠ ଉପସଭାପତି (ସେଲ ଓ ମାର୍କେନ୍) ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ ଖର୍ଚ୍ଚ  ବଢିଯାଇଥିବା ଯୋଗୁଁ ସବୁ ମଡେଲର କାରର ଦର ବଢାଇବା ନିଷ୍ପତ୍ତି ନିଆଯାଇଛି।

Related story